Header Ads Widget



BREAKING NEWS

6/recent/ticker-posts

ପିପିଲି ଏନଏଏସି ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

                                                                 


           


                                                   

  ପିପିଲି ; ପିପିଲି ଏନଏଏସି ରେ  ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପିପିଲି ବିଧାୟକ  ରୁଦ୍ର ପ୍ରତାପ ମହାରଥୀ ଙ୍କ ନେତୁତ୍ବ ରେ  ପିପିଲି   ବିଜେଡି କାର୍ଯ୍ୟାଳୟ ଠାରୁ  ପଦଯାତ୍ରା ବାହାରି  ପିପିଲି ଏନଏଏସି ର  ୧୬ଗୋଟି ୱାର୍ଡ ପରିକ୍ରମା କରିଥିଲା।  ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା  ଜନହିତକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଲୋକ ମାନଙ୍କ ପାଖରେ ପହଁଚି ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ ରୁଦ୍ର ।

                                                            


                                                                                ପିପିଲି ଏନଏଏସି ର ବିଭିନ୍ନ ୱାର୍ଡ ର ମହିଳା ମାନେ ପୁଷ୍ପମାଲ୍ୟ ଦେଇ   ବିଧାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଶୋଭା ଯାତ୍ରା ରେ ପିପିଲି ଏନଏଏସି ଚେୟାରମ୍ୟାନ ସେକ ବାବୁ, ପିପିଲି ଏନଏଏସି ବିଜେଡି କାଉନସିଲର ଙ୍କ ସମେତ ବିଜେଡି ର ବରିଷ୍ଠ ନେତୁତ୍ବ ମାନେ ଯୋଗ ଦେଇଥିବା  ଯୁବ ବିଜେଡି ସଭାପତି  ନାରାୟଣ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ,ପିପିଲି ବ୍ଲକ ଅଧକ୍ଷ ଦେଵସ୍ବିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ ସ୍ବାଇଁ , ପୁରୀ ନିମାପଡ଼ା ସମ୍ମଳିତ  ସମବାୟ ସମିତି ର ସଭାପତି କିଶୋର ଛୋଟରାୟ, ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ଦେବାଶିଷ ନନ୍ଦ,  ପିପିଲି ଏନ ଏ ଏସି ବିଜେଡି ସଭାପତି ଶରତ ଚନ୍ଦ୍ର ବେହେରା ପ୍ରମୂଖ ଯୋଗ ଦେଇଥିଲେ।


Post a Comment

0 Comments