ଦ ରୁରାଲ ବ୍ୟୁରୋ : ଟ୍ରେନ ରେ ବଡ଼ ଧରଣର ଅଗ୍ନିକାଣ୍ଡ,
ତାମିଲନାଡୁ ମଦୁରାଇରେ ବଡ଼ ଟ୍ରେନ ଦୁର୍ଘଟଣା,ଟ୍ରେନ ରେ ନିଆଁ ଲାଗିବା କାରଣରୁ ୮ ଙ୍କର ମୃତ୍ୟୁ ସୂଚନା। ୨୦ରୁ ଅଧିକ ଆହତ । ମୃତାହାତ ଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତାମିଲନାଡୁ ମଦୁରାଇ ଷ୍ଟେସନ ନିକଟରେ ସକାଳ ପ୍ରାୟ ୫ଟା୧୫ମିନିଟ ରେ ଟୁରିଷ୍ଟ କୋଚ୍ ରେ ନିଆଁ ଲାଗି ଯାଇ ଥିଲା। ନିଆଁ ଲାଗିବା ଦେଖି ଟ୍ରେନ ରୁ ତଳକୁ ଜୀବନ ରକ୍ଷା ପାଇଁ ଡେଇଁ ପଡ଼ିଥିଲେ ଶହ ଶହ ଯାତ୍ରୀ । ଟ୍ରେନ ଲକ୍ଷ୍ନୌରୁ ରାମେଶ୍ବରମ ଯାତ୍ରା କରୁଥିଲା ।
0 Comments