Header Ads Widget



BREAKING NEWS

6/recent/ticker-posts

ବିଜେଡିର ସାଙ୍ଗଠନିକ ବୈଠକ ବିଜେପି ଛାଡି ୧୦୦ ରୁ ଉର୍ଦ୍ଧ୍ବ ବିଜେଡି ଯୋଗଦେଲେ

                                                   


ନିମାପଡ଼ା : ଆଜି ନିମାପଡା ବ୍ଲକ ରେଞ୍ଚ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ତରଫରୁ ରେଞ୍ଚ ପଞ୍ଚାୟତ ର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକ ରେ ମାନ୍ୟବର ବିଧାୟକ ସମୀର ଦାଶ ବିଜେଡି ର ସୁଶାସନ ସମ୍ପର୍କରେ କର୍ମୀ ମାନଙ୍କୁ ଉପସ୍ଥିତ ରହି କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ନିମାପଡା ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ସମୀର ଦାଶ ମହୋଦୟଙ୍କ ନୀତି ଆଦର୍ଶ ଓ ବିକାଶ ଧାରା ରେ ଅନୁପ୍ରାଣିତ ହୋଇ ରେଞ୍ଚ ପଞ୍ଚାୟତ ର ସ୍ୱାଧୀନ ସମିତି ସଭ୍ୟ ପାର୍ଥି ହୋଇଥିବା ଦିଲୀପ କୁମାର ପଣ୍ଡା ଏକ ନମ୍ବର  ୱାର୍ଡ ମେମ୍ବର ମିନା ଭୋଇ ଓ ତାଙ୍କ ସ୍ୱାମୀ ବ୍ରହ୍ମାନନ୍ଦ ଭୋଇ ,ଦୁଇ ନମ୍ବର ୱାର୍ଡ ମେମ୍ବର ହରପ୍ରିୟା ସାହୁ ପ୍ରମୁଖ  ବିଜେଡି ନେତା ଯଶିମ ଉଦ୍ଦିନ ଖାନ ଙ୍କ ନେତୃତ୍ୱ ରେ ୧୦୦ ରୁ ଉର୍ଦ୍ଦ ବିଜେପି ପରିବାର ନିଜ ଦଳ  ପରିତ୍ୟାଗ କରି ଅନୁଷ୍ଠାନିକ ଭାବେ  ବିଜୁ ଜନତା ଦଳ  ରେ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ବ୍ଲକ ସଭାପତି ଅଶୋକସାହୁ,ଜିଲ୍ଲାପରିଷଦ ବିଜେଡିର ସାଙ୍ଗଠନିକ ବୈଠକ ବିଜେପି ଛାଡି ୧୦୦ ରୁ ଉର୍ଦ୍ଧ୍ବ ବିଜେଡି ଯୋଗଦେଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ବ୍ଲକ ସଭାପତି ଅଶୋକସାହୁ,ଜିଲ୍ଲାପରିଷଦ ପ୍ରଦୀପ୍ତ ଖଟୋଇ,ସରପଞ୍ଚ ପ୍ରସନ କୁମାର ସ୍ୱାଇଁ, ସମିତି ସଭ୍ୟା ପ୍ରିୟଦର୍ଶିନୀ ସ୍ୱାଇଁ ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ମହାନ୍ତି  ସରପଞ୍ଚ ପ୍ରସନ କୁମାର ସ୍ୱାଇଁ, ସମିତି ସଭ୍ୟା ପ୍ରିୟଦର୍ଶିନୀ ସ୍ୱାଇଁ ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ଦିନ ଉଭୟ ଦଳରୁ ଅନେକ କର୍ମୀ ଦଳ ପରିବର୍ତ୍ତନ କରିବା ନିମାପଡ଼ା ଅଞ୍ଚଳରେ ଥିବା ବିଭିନ୍ନ ରାଜନୈତିକ ଦଳ ର ନେତୁତ୍ବ ମାନଙ୍କ ର ମୁଣ୍ଡ ବିନ୍ଧାର କାରଣ ପାଲଟିଛି




Post a Comment

0 Comments