Header Ads Widget



BREAKING NEWS

6/recent/ticker-posts

ପିପିଲି ପୋଲିସ କୁ ଚ୍ୟାଲେଂଚ।

    
ପୁରୀ : ପିପିଲି ପୋଲିସ କୁ ଚ୍ୟାଲେଞ୍ଜ,ପାର୍ବଣ ପୂର୍ବ ରୁ  ପିପିଲି  ପୋଲିସ କୁ ଚ୍ୟାଲେଞ୍ଜ,ଜଇସପାଟଣା ଛକ ଠାରେ ରେ ଥିବା ଏମ୍ ଏସ୍ କଲର ପ୍ଲସ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୃର୍ବୁତ୍ତ।ଚୋରୀ ରେ ଲକ୍ଷାଧିକ ଟଙ୍କା ର  ରଙ୍ଗ ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରି ନେଇଛନ୍ତି ଦୃର୍ବୁତ୍ତ ।ରାତି ରେ ଏକ ପିକଅପ ଭ୍ୟାନ୍ ରେ ୪/୫ଜଣ ଦୃର୍ବୁତ୍ତ ଆସି ଦୋକାନ ତାଲା ଭାଙ୍ଗି ଚୋରୀ କରି ନେଇ ଥିବା CCTV ଫୁଟେଜ ରୁ ସ୍ପସ୍ଟ ଜଣା ପଡିଛି । ଆଜି ସକାଳେ ଜାଣିବା ପରେ ଦୋକାନ ମାଲିକ ପୋଲିସ କୁ ଖବର ଦେଇ ଥିବା ବେଳେ ପୋଲିସ ଓ  ସାଇଣ୍ଟି ପିକ ଟିମ୍ ଆସି ତଦନ୍ତ ଜାରୀ ରଖିଛନ୍ତି।ଜାତୀୟ ରାଜପଥ ଓ ବ୍ୟାଙ୍କ୍ ନିକଟରେ ଏଭଳି ଘଟଣା ପୋଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇଛି।

Post a Comment

0 Comments