Header Ads Widget



BREAKING NEWS

6/recent/ticker-posts

ଓଡ଼ିଶା ଦିବସ -2026 ଅନୂଷ୍ଠିତ।

 
ପୁରୀ : ୨୬/୦୩/୨୭  : ଓଡ଼ିଶା ଦିବସ -2026, ଉପଲକ୍ଷେ ଟାଉନ୍ ହଲ ଠାରେ ମହିଳା କିଶୋରୀ ମାନଙ୍କ ମଧ୍ୟରେ ଝୋଟି ଓ ମୁରୁଜ ପ୍ରତିଯୋଗୀତା ଜିଲ୍ଲା ସୂଚନା ଓ ଲୋକସଂପର୍କ, ପୁରୀ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ପୁରୀ ଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି, ଏହି ପ୍ରତିଯୋଗୀତାରେ 30 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ସେଥିମଧ୍ୟରୁ ବିଷ୍ଣୁ ପ୍ରିୟା ମହାନ୍ତି ପ୍ରଥମ ସ୍ଥାନ, ରୋଜାଲିନ ଖୁଣ୍ଟିଆ ଦ୍ୱିତୀୟ ସ୍ଥାନ ଏବଂ ସ୍ୱର୍ଣ୍ଣ ଲତା ପଣ୍ଡା ତୃତୀୟ ସ୍ଥାନ ହାସଲ କରିଥିଲେ । ଏହି ପ୍ରତିଯୋଗୀମାନଙ୍କୁ ଓଡ଼ିଶା ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯିବ

Post a Comment

0 Comments