Header Ads Widget



BREAKING NEWS

6/recent/ticker-posts

ଜିଲ୍ଲାପାଳ ଓ ପୌର ଅଧିକାରି ଙ୍କୁ ଭେଟିଲେ କଂଗ୍ରେସ ଓ ବିଜେପି ର ପ୍ରତିନିଧି

                                                                      


ପୁରୀ; ପୁରୀ ଜିଲ୍ଲାପାଳ ଓ ପୌର ଅଧିକାରି ଙ୍କୁ ଭେଟିଛନ୍ତି ବିଜେପି ଓ କଂଗ୍ରେସ ର କାଉନସିଲର ମାନେ। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ପୁରୀ ସହର ର ରାସ୍ତା ଘାଟ ମରାମତି, ଡ୍ରେନେଜ୍ ମରାମତି ଓ ଷ୍ଟ୍ରିଟ ଲାଇଟ୍ ର ମରାମତି ପ୍ରସଂଗ କୁ ନେଇ ଆଲୋ ଚୋନା ହୋଇଥଲା। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ପୂର୍ବ ତନ କାଉନସିଲର ଙ୍କ ସହ ଯାଇ ପୌର ଅଧିକାରୀ ଓ ଜିଲାପାଳ ଙ୍କୁ ଭେଟି ବିଭିନ୍ନ ଦାବୀ ରଖିଥିଲେ। ପୂରୀ ସହର ର ରାସ୍ତା ଘାଟ, ଡ୍ରେନେଜ ମାରମତି ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଉ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ବିଜେପି ଓ କଂଗ୍ରେସ ର ପୁର୍ବତନ କାଉନସିଲର ମାନେ ଉଦବେଗ ପ୍ରକାଶ କରିଥଲେ। ତେବେ ଖୁବ ଶିଘ୍ର ବିଭିନ୍ନ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପୁରୀ ପୌର ଅଧିକାରି ପ୍ରତିଶ୍ରୁତି ଦେଇଥିଲେ। ପୁରୀ ନଗର କଂଗ୍ରେସ ସଭାପତି ଛବିଁନ୍ଦ୍ର ପଢ଼ିଆର କହିଛନ୍ତି ମାସକୁ ଦୁଇ ଥର ପୂର୍ବତନ କାଉନସିଲର ଙ୍କୁ ନେଇ ବୈଠକ କରିବାକୁ ସେ ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି। ଏହା ଦ୍ବାରା ୱାର୍ଡ ଗୁଡିକ ରେ ଥିବା ସମସ୍ୟା ଶିଘ୍ର ସମାଧାନ ହୋଇ ପାରିବ।


Post a Comment

0 Comments