Header Ads Widget



BREAKING NEWS

6/recent/ticker-posts

ଆମେ ଏକତ୍ରିତ ହୋଇ ଆହ୍ୱାନ ଗୁଡିକର ସମାଧାନ କରି ପାରିବା -ବ୍ରିଟିଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତରେ ଜି-୨୦। ଆଜି ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଟ୍ୱିଟ ଯୋଗେ କହିଛନ୍ତି, ୧୫ ବର୍ଷ ପୂର୍ବରୁ ଜି-୨୦ର ନେତା ମାନେ ଆର୍ଥିକ ସଙ୍କଟ ପରେ ଅଭିବୃଦ୍ଧି ଫେରାଇ ଆଣିବା ପାଇଁ ପ୍ରଥମ ଥର ଏକତ୍ରିତ ହୋଇଥିଲେ।


ଅନେକ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଆମେ ଏକତ୍ରିତ ହେଉ। ନେତୃତ୍ୱ ପ୍ରଦାନ କରିବା ପାଇଁ ବିଶ୍ୱ ପୁଣି ଥରେ ଜି-୨୦ ଆଡକୁ ଚାହିଁଛି। ମୁଁ ବିଶ୍ୱାସ କରେ, ଆମେ ଏକତ୍ରିତ ହୋଇ ଆହ୍ୱାନ ଗୁଡିକର ସମାଧାନ କରି ପାରିବା। ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦  ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ଏହି ଟ୍ୱିଟ କରିଛନ୍ତି।

Post a Comment

0 Comments