Header Ads Widget



BREAKING NEWS

6/recent/ticker-posts

ସ୍ଵଚ୍ଛତା ହିଁ ସେବା ଆବର୍ଜନା ମୁକ୍ତ ଭାରତ ଅଭିଯାନ

                                                         


    

ପିପିଲି ; ଗାନ୍ଧୀ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ବିଜେପି ସଭାପତି ତଥା ବିଜେପି ନେତା ଆଶ୍ରିତ ପଟ୍ଟନାୟକ ପିପିଲି ର ବିଭିନ୍ନ ସ୍ଥାନରେ  ସ୍ଵଛ ଭାରତ କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିଛନ୍ତି । ପ୍ରଥମେ  ପିପିଲି ଏନଏ ଏସି ଗେଷ୍ଟ ହାଉସ ରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ଶତାଧିକ କର୍ମୀ ଙ୍କ  ସହଯୋଗ ରେ  ପିପିଲି ସରକାରୀ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର, ପିପିଲି କୋର୍ଟ ପରିସର କୁ ସଫେଇ କରିଥିଲେ । 

                                                         


                                                          

                                                                                              ସ୍ଵଚ୍ଛତା ହିଁ ସେବା  ଆବର୍ଜନା ମୁକ୍ତ  ଭାରତ ଅଭିଯାନ ରେ ଆଶ୍ରିତ ଙ୍କ ସହିତ ପିପିଲି ଏନଏଏସି ର ପୂର୍ବତନ ଉପାଧ୍ୟକ୍ଷ  ସୁକାନ୍ତ ଭଟ୍ଟ,  ପିପିଲି ଏନ ଏ ଏସି ର ବିଜେପି କାଉନସିଲର,  ବିଜେପି ନେତା ରାମଚନ୍ଦ୍ର ମହାପାତ୍ର,ବିଜେପି ନେତା ସେକ ମୁନା, ବିଜେପି ନେତା ଭୋବନି  ବେହେରା,, ସେକ କୁନା, ସମୁଦ୍ର ବେହେରା, ଙ୍କ ସମେତ ପିପିଲି ଏନଏଏସି ର ବହୁ ପୁର୍ବତନ କାଉନସିଲର ଯୋଗ ଦେଇଥିବା ବେଳେ ପିପିଲି ଏନଏଏସି ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକମାନେ ସଫେଇ ଅଭିଯାନ ରେ ନିଜକୁ ସାମିଲ କରିଥିଲେ । ନିର୍ବାଚନ ପୂର୍ବରୁ   ସ୍ଵଚ୍ଛତା ହିଁ ସେବା  ଆବର୍ଜନା ମୁକ୍ତ  ଭାରତ ଅଭିଯାନ ରେ ଆଶ୍ରିତ ଙ୍କ ସହିତ ପିପିଲି ଏନଏଏସି  ବିଭିନ୍ନ ବର୍ଗର ଲୋକ ମାନେ ନିଜକୁ ସାମିଲ କରିଥିବା ବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଆଶ୍ରିତ ଙ୍କ ପ୍ରତି ସମର୍ଥନ  ବୁଦ୍ଧି ପାଉଥିବା ଦେଖିବାକୁ ମିଳିଛି।


Post a Comment

0 Comments