Header Ads Widget



BREAKING NEWS

6/recent/ticker-posts

ସୁରେନ୍ଦ୍ର ନାୟକ ଙ୍କୁ ହରାଇ ସ୍ତବ୍ଧଅସ୍ତରଙ୍ଗ

                                                             


  ଅସ୍ତରଙ୍ଗ  ; ନିଜ ଗାଁ ମାଟି ଶ୍ମଶାନ ରେ  ବର୍ଷିୟାନ ନେତା ସୁରେନ୍ଦ୍ର ନାୟକ ଙ୍କ ର ହେଲା ଶେଷ କୃତ । ବିଭିନ୍ନ ସ୍ଥାନରେ ପାର୍ଥିବ ଶରୀର ଶେଷ ଦର୍ଶନ ପରେ ଅସ୍ତରଙ୍ଗ ଅଣକଣା ଶ୍ମଶାନ ରେ ଅନ୍ତିମ   ସଂଷ୍କାର କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର  ସ୍ଵାଧୀନ ନାୟକ ମୁଖାଗ୍ନି ଦେଇଥିଲେ। ସାତ ସାତ ଥର ବିଧାୟକ ହୋଇଥିଲା ବେଳେ ସରକାର ଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ସହିତ ଉପବାଚସ୍ପତି ର ଦାୟିତ୍ବ ତୁଲାଇଥିଲେ ଏହି ବର୍ଷିୟାନ ନେତା।  ଜଣେ ସଚୋଟ, ନିର୍ଭୀକ, ରାଜନେତା ଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛି ଅସ୍ତରଙ୍ଗ ଅଞ୍ଚଳ। 


Post a Comment

0 Comments