Header Ads Widget



BREAKING NEWS

6/recent/ticker-posts

ଗୁଣାତ୍ମକ ଶିକ୍ଷାଦାନ ନେତୃତ୍ବ, ଅଖଣ୍ଡତା ରାଷ୍ଟ୍ର ନିର୍ମାଣ ରେ ସହାୟକ ହୋଇଥାଏ : ମନୋଜ ଆହୁଜା।

           

ଭୁବନେଶ୍ବର : ସଫଳତା ର ଶିଖର ରେ ପହଁଚିଛି  ଏକ୍ସଆଇଏମ୍  ବିଶ୍ବବିଦ୍ୟାଳୟ । ଛାତ୍ର ଛାତ୍ରୀ ଙ୍କ ସଫଳତା ପାଇଁ ଦିନକୁ ଦିନ ଗୌରବ ଅର୍ଜନ  କରି ରାଜ୍ୟ ତଥା ଦେଶ ଶିକ୍ଷାବିତ ମାନଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି ଏହି ଏକ୍ସଆଇଏମ୍  ବିଶ୍ବବିଦ୍ୟାଳୟ । ଭୁବନେଶ୍ବର ଠାରୁ  ଅନତି ଦୂର ପିପିଲି  ନିଜିଗଡକୁରୁଖୀ ନିକଟ ଏକ୍ସଆଇଏମ୍ ବିଶ୍ବବିଦ୍ୟାଳୟ ଏପ୍ରିଲ ୩୦ ତାରିଖ ରେ ୯ତମ ୟୁଜି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି  ।   ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ  କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷାଦାନ ମଧ୍ୟରେ ନେତୃତ୍ବ, ଅଖଣ୍ଡତା ଏବଂ ରାଷ୍ଟ୍ର ନିର୍ମାଣ ରେ ସହାୟକ ହୋଇଥାଏ ବୋଲି କହିଥିବା ବେଳେ   ଡିଗ୍ରୀ ପାଇଥିବା ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ ।
https://www.facebook.com/share/p/1ET8nKvZYM/


https://youtu.be/UEUs5O-zwbo?si=MmBI06-zV53bQIa8
 ଅନ୍ୟମାନଙ୍କ ମଧ୍ୟରେ ଏକ୍ସଆଇଏମ୍ ବିଶ୍ଵବିଦ୍ୟାଳୟର ଭାଇସ୍ ଚାନ୍ସଲର୍‌ ଫାଦର୍ ଆଣ୍ଟୋନି ଆର୍ ଉଭାରୀ ଏସ୍. ଜେ, ରେଜିଷ୍ଟ୍ରାର୍ ଫାଦର୍ ଏସ୍. ଆଣ୍ଟୋନି ରାଜ୍ ଏଜେ,  ମୁଖ୍ୟ ଆର୍ଥିକ ଅଧିକାରୀ ଆରୋକିଆ ଦାସ ଭାନାଥାୟାନ୍, ପରୀକ୍ଷା ନିୟନ୍ତ୍ରକ ଅଧିକାରୀ ପ୍ରଫେସର ଭି.ଆର୍ ସତୀଶ କୁମାର ପ୍ରମୁଖ ଯୋଗଦେଇ ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା, ନେତୃତ୍ବ ଏବଂ ସାମାଜିକ ଦାୟିତ୍ଵ ପ୍ରତିପାଦନ କରିବାରେ ସଫଳତା ପ୍ରତିଫଳିତ ହୋଇଛି ମତ  ରଖିଥିଲେ। ଏହି ଅବସରରେ ୫୬୦ ଜଣ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ୟୁଜି ଡିଗ୍ରୀ ପ୍ରଦାନ କରାଯାଇଥିଲା। ଡ଼ିଗ୍ରୀ ହାସଲ କରିଥିବା ଛାତ୍ର ଛାତ୍ରୀ ଅତି ଉତ୍ସାହିତ ଦେଖିବାକୁ ମିଳିଥିଲା।

Post a Comment

0 Comments