Header Ads Widget



BREAKING NEWS

6/recent/ticker-posts

ଭିଜିଲାନ୍ସ ଜାଲରେ ପୁରୀ କଣାସ ବ୍ଲକର ପିଇଓ ଓ ଜିଆରଏସ ।

      

 ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା କଣାସ ବ୍ଲକ ଖଣ୍ଡାହତା ପଂଚାୟତର ପିଇଓ ଏବଂ ଜିଆରଏସ।
    
ଦୁଇ ବାବୁଙ୍କୁ ଉଠାଇନେଇଛି ଭିଜିଲାନ୍ସ.
କଣାସ ବ୍ଲକ ଖଣ୍ଡାହତା ପଞ୍ଚାୟତର ବୃଦ୍ଧ ବୃଦ୍ଧା, ବିକଳାଙ୍ଗ ବ୍ୟକ୍ତିଙ୍କ ୨୨ଲକ୍ଷ ଭତା ଟଙ୍କା ଲୁଟିନେଇଥିବା ଅଭିଯୋଗ ରେ ଭିଜିଲାନ୍ସ ଦୁଇଜଣଙ୍କୁ ଉଠାଇନେଇଛି। ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ, ମାନଙ୍କ ମୋଟ ୨୧ଲକ୍ଷ ୯୮ ହଜାର ଟଙ୍କା ଲୁଟିଥିଲେ ପିଇଓ, ଜି ଆରଏସ।
       
 ଜିଆରଏସ ୮ଲକ୍ଷ ଏବଂ ପିଇଓ ୧୪ଲକ୍ଷ ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି। ପିଇଓ ଟୁନା ଦାସ ଏବଂ ଜି ଆର ଏସ ସାଗର ଦାସ ଙ୍କୁ ପୁରୀ ଭିଜିଲାନ୍ସ ଟିମ ଗିରଫ କରିଛି।

Post a Comment

0 Comments