ପୁରୀ :ପୁରୀ ଜିଲ୍ଲାର ଜଣାଶୁଣା ରାଜନେତା, ବିଶିଷ୍ଟ କବି ଶଙ୍କର ପରିଡ଼ାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା।
ଶ୍ରୀ ଦାସବର୍ମା କହିଛନ୍ତି ଏ ଦୁଃଖ ସହିବାକୁ ଭଗବାନ ତାଙ୍କ ପରିବାରବର୍ଗଙ୍କୁ ଶକ୍ତି, ସାହସ ଓ ଧୈର୍ଯ୍ୟ ଦିଅନ୍ତୁ। ଏହା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି।


.jpg)
0 Comments