ବୌଦ୍ଧ: ୪୩ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ୩ କର୍ମଚାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ ଲକ୍ଷ ଟଙ୍କା ସହ ୨ଟି ବାଇକ, ଲ୍ୟାପଟପ ଓ ମୋବାଇଲ ଜବତ ହୋଇଛି।
ଗିରଫ କର୍ମଚାରୀମାନେ ଏକ ଅନଲାଇନ ସଂସ୍ଥା ପାଇଁ କାମ କରୁଥିଲେ। କ୍ୟାସଅନ ଡେଲିଭରି ହୋଇଥିବା ଟଙ୍କା ହଡ଼ପ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ବିଭିନ୍ନ ଆଳ ଦେଖାଇ କମ୍ପାନୀକୁ ୪୩ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।
0 Comments