Header Ads Widget



BREAKING NEWS

6/recent/ticker-posts

ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ସମ୍ପର୍କରେ କୌଣସି ବୈଠକ ବା ନିଷ୍ପତ୍ତି ହୋଇ ନାହିଁ ବୋଲି ଜିଲ୍ଲାପାଳ .

                                                                      


ପୁରୀ : କେତେକ ଗଣମାଧ୍ୟମ ରେ ଚାରି ଦ୍ୱାର ଖୋଲିବା ସମ୍ପର୍କରେ ଖବର ପ୍ରକାଶ ପାଇଥିବାର ଜଣାଯାଇଛି। ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ସମ୍ପର୍କରେ କୌଣସି ବୈଠକ ବା ନିଷ୍ପତ୍ତି ହୋଇ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଏହି ନିଷ୍ପତ୍ତି ନେବାରେ ଜିଲ୍ଲାପାଳ ଅଧିକୃତ ନୁହନ୍ତି ବୋଲି ସ୍ଷଷ୍ଟ କରିଛନ୍ତି।



Post a Comment

0 Comments