Header Ads Widget



BREAKING NEWS

6/recent/ticker-posts

ଆମ୍ବୁଲାନ୍ସ ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ରୋଗୀ।




ପିପିଲି ; ସର୍ଟ ସର୍କିଟ ଯୋଙ୍ଗୁ ଆମ୍ବୁଲାନ୍ସ ରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ  ରୋଗୀ,ତାଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ । ଗତକାଲି ରାତି ପ୍ରାୟ୧୧ ଟା ସମୟ ରେ ଡେଲାଙ୍ଗ ହସ୍ପିଟାଲ ରୁ ସାପ କାମୁଡ଼ା ବ୍ୟକ୍ତି ଙ୍କୁ ଭୁବନେଶ୍ୱର ନେଇ ଯାଉ ଥିବା ସମୟ ରେ ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ପିପିଲି ସେଲପି ପଏ ଣ୍ଟ ପୂର୍ବରୁ ଆମ୍ବୁଲାନ୍ସ ରେ ସର୍ଟ ସର୍କିଟ ଯୋଙ୍ଗୁ ନିଆଁ ଲାଗି ଯାଇଥିଲା । ଖବର ପାଇ ପିପିଲି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି   ନିଆଁ କୁ ଆୟତ୍ତ କରିଥିବା ବେଳେ ଅନ୍ୟ ଏକ ଆମ୍ବୁଲାନ୍ସ ରେ ସାପ  କାମୁଡ଼ା ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ରେଫର କରାଯାଇ ଥିଲା।


Post a Comment

0 Comments