Header Ads Widget



BREAKING NEWS

6/recent/ticker-posts

୧୦ ବର୍ଷ ର ଶିଶୁ ପୁତ୍ର କୁ ଅପହରଣ ଅଭିଯୋଗ ।

      

ପୁରୀ : ଡେଲାଙ୍ଗ ଥାନା ଅଧିନସ୍ଥ ରତନ ପୁର ଗ୍ରାମରେ ୧୧ ବର୍ଷର ପୁଅ ନିଖୋଜ । ଗତକାଲି ସନ୍ଧ୍ୟା ୬ଟା ସମୟ ଠାରୁ ନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି ନିଖୋଜ ପୁଅ ର ବାପା ମାନସ କୁମାର ସାହୁ। ପୋଲିସ ଅଭିଯୋଗ କୁ ଭିତ୍ତି କରି ମାମଲା ରୁଜୁ କରିଥିବା ବେଳେ ଆଜି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ପିପିଲି ଏସ୍ଡିପିଓ। 
 ଡେଲାଙ୍ଗ ଥାନା ଅଧିନସ୍ଥ ରତନ ପୁର ଗ୍ରାମରେ ୧୧ ବର୍ଷର ପୁଅ ନିଖୋଜ । ଗତକାଲି ସନ୍ଧ୍ୟା ୬ଟା ସମୟ ଠାରୁ ନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି ନିଖୋଜ ପୁଅ ର ବାପା । ପୋଲିସ ଅଭିଯୋଗ କୁ ଭିତ୍ତି କରି ମାମଲା ରୁଜୁ କରିଥିବା ବେଳେ ଆଜି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ପିପିଲି ଏସ୍ଡିପିଓ। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ନିଖୋଜ ନାବାଳକ  ନିଜ ଭଉଣୀଙ୍କୁ ଟ୍ୟୁସନ କୁ ଛାଡ଼ି ଆସି ଗ୍ରାମ ରେ ଏକ ଘର ବାରଣ୍ଡା ରେ ବସିଥିଲା ବୋଲି ପୁଅର ସମ୍ପର୍କିୟ କହିଥିବା ବେଳେ ଆଉ ୨୦ ମିନିଟ ପରେ ପୁଅ ନିଖୋଜ ହୋଇ ଯାଇଥିବା ଓ ଖୋଜା ଖୋଜି ପରେ ତାକୁ ପାଇ ନଥିବା ଅଭିଯୋଗ କରି ତାକୁ ଅପହରଣ କରି କେହି ନେଇ ଯାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ  ଅଭିଯୋଗ କୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଡେଲାଙ୍ଗ ପୋଲିସ । ପୁଅ କୁ କେହି ଅପହରଣ କରି ନେଇଥିବା ଅଭିଯୋଗ ର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ପିପିଲି ଏସ୍ଡିପିଓ ।
   https://youtu.be/dZhv4PdhapU?si=YD02YJ26W7guO2Sq
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ନିଖୋଜ ନାବାଳକ  ନିଜ ଭଉଣୀଙ୍କୁ ଟ୍ୟୁସନ କୁ ଛାଡ଼ି ଆସି ଗ୍ରାମ ରେ ଏକ ଘର ବାରଣ୍ଡା ରେ ବସିଥିଲା ବୋଲି ପୁଅର ସମ୍ପର୍କିୟ କହିଥିବା ବେଳେ ଆଉ ୨୦ ମିନିଟ ପରେ ପୁଅ ନିଖୋଜ ହୋଇ ଯାଇଥିବା ଓ ଖୋଜା ଖୋଜି ପରେ ତାକୁ ପାଇ ନଥିବା ଅଭିଯୋଗ କରି ତାକୁ ଅପହରଣ କରି କେହି ନେଇ ଯାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ  ଅଭିଯୋଗ କୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଡେଲାଙ୍ଗ ପୋଲିସ । ପୁଅ କୁ କେହି ଅପହରଣ କରି ନେଇଥିବା ଅଭିଯୋଗ ର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ପିପିଲି ଏସ୍ଡିପିଓ




Post a Comment

0 Comments