ପୁରୀ:ମହିଳା SSG ଗୋଷ୍ଠୀ ର EC ମେମ୍ବର ମାନଙ୍କ ପଦ ପୁଣ୍ଣ ଗଠନ ନିଷ୍ପତି ବିରୁଦ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସାମୁହିକ ରହିତାଦେଶ ଜାରି କରିବା ପରେ ଆଜି ପିପିଲି ବ୍ଳକ୍ EC ମେମ୍ବର ମାନେ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମେମ୍ବର୍ ମାନେ ପଦ ପୁଣ୍ଣ ଗଠନକୁ ବିରୋଧ କରି ଆସୁଥିବା ବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସାମୁହିକ ରହିତାଦେଶ ଏମାନଙ୍କୁ ଆସୁସ୍ଥ କରିଛି। ପୁର୍ବ ସରକାରରେ ଏମାନଙ୍କୁ ସ୍କୁଟି ଋଣ ଯୋଗଇ ଦିଆ ଯାଇଥିବା ବେଳେ ଏମାନଙ୍କ ପଦ ପୁଣ୍ଣ ଗଠନ ହେଲେ ଋଣ କିଭଳି ସୁଝିବୁ ବୋଲି ବର୍ତ୍ତମାନର ସରକାରଙ୍କୁ ପ୍ରଶ୍ନ କରିଛନ୍ତି EC ମେମ୍ବର। https://youtu.be/_Zns9Wl5GIg?si=_3C5iAm4NIh72Xrt
ସୂଚନା ଥାଉ କି ଉଚ୍ଚ ନ୍ୟାୟାଳୟଙ୍କର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରହିତା ଦେଶ ଜାରି କରିଥିବା କୁହା ଯାଉଛି।
0 Comments